breakingnewsପ୍ରବଳ ବର୍ଷା ପାଇଁ ଆଜି ୧୨ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଛୁଟି ଘୋଷଣା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ । ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା, ନୟାଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର ଓ ବରଗଡ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ।byRituparna RoutraybyRituparna Routray 13 Sep 2021 09:39 IST Link copied!Copy failed!byRituparna RoutraybyRituparna Routray 13 Sep 2021 09:39 IST Link copied!Copy failed!