ପୋଖରୀରେ ବୁଡି ବାପା-ପୁଅ ମୃତ । ଗାଧୋଇବା ବେଳେ ପୋଖରୀରେ ବୁଡି ବାପା-ପୁଅ ମୃତ । ଅନୁଗୁଳ ବଅଁରପାଳ ଥାନା କଇଁଛବାହାଳ ଗାଁରେ ଅଭାବନୀୟ ଘଟଣା । ବାପା କ୍ଷୀରୋଦ ଜେନା ଓ ଚାରି ବର୍ଷର ପୁଅ ମୃତ ।

3