ପୋକ୍ସୋ ଆଇନକୁ ନେଇ ବିବାଦୀୟ ରାୟ ଦେବା ମହିଳା ବିଚାରପତିଙ୍କୁ ପଡ଼ିଲା ମହଙ୍ଗା । ଜଷ୍ଟିସ ପୁଷ୍ପା ଗନେଡ଼ିୱାଲଙ୍କ ସ୍ଥାୟୀ ଜର୍ଜ ନିଯୁକ୍ତି ସୁପାରିସକୁ ପ୍ରତ୍ୟାହାର କଲେ ସୁପ୍ରିମକୋର୍ଟ କଲେଜିଅମ । ଚର୍ମରେ ଚର୍ମ ସଂସ୍ପର୍ଶ ନହେଲେ ଯୌନ ନିର୍ଯାତନା କୁହାଯାଇପାରିବ ନାହିଁ ବୋଲି ଦେଇଥିଲେ ରାୟ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)