ପୁଣି ଫେରିଲା ଲକଡାଉନ : ସୁନ୍ଦରଗଡ଼ର ଗୋଟିଏ ଗାଁକୁ ୩ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ସରପଂଚ, ଦ୍ରୁତ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ବଡଗାଁ ପଂଚାୟତକୁ ବନ୍ଦ ଘୋଷଣା; ୧୭ ତାରିଖ ଯାଏଁ ଖୋଲିବନି ଦୋକାନ ବଜାର, ବନ୍ଦ ରହିବ ସାପ୍ତାହିକ ହାଟ

0