breakingnewsପାଣିକୁ ଡେଇଁଲେ ପ୍ରେମୀଯୁଗଳ! ନୂଆପଡା ଗୋଧସ୍ ଜଳପ୍ରପାତ ଉପରୁ ତଳକୁ ଡେଇଁଲେ ଯୁବକ ଯୁବତୀ । ପାଣିକୁ ଡେଇଁବା ପରେ ଉଭୟ ଯୁବକ ଯୁବତୀ ନିଖୋଜ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।byTusar SamantaraybyTusar Samantaray 26 Sep 2021 15:45 IST Link copied!Copy failed!byTusar SamantaraybyTusar Samantaray 26 Sep 2021 15:45 IST Link copied!Copy failed!