ପାଣିକୁ ଡେଇଁଲେ ପ୍ରେମୀଯୁଗଳ! ନୂଆପଡା ଗୋଧସ୍ ଜଳପ୍ରପାତ ଉପରୁ ତଳକୁ ଡେଇଁଲେ ଯୁବକ ଯୁବତୀ । ପାଣିକୁ ଡେଇଁବା ପରେ ଉଭୟ ଯୁବକ ଯୁବତୀ ନିଖୋଜ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।

2