ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ନେଇ ମତ ରଖିଲା ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ । ବିଭାଗ କହିଲା, ଭର୍ଚୁଆଲ ବେଞ୍ଚ ଉପଲବ୍ଧ ଥିବାରୁ ସ୍ଥାୟୀ ଖଣ୍ଡପୀଠର ନାହିଁ ଆବଶ୍ୟକତା ।

13