ପଦ୍ମ ଧରିଲେ ନାଲକୋ ସିଏମଡି ତପନ ଚାନ୍ଦ୍ । ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ।

5