ପଦାକୁ ଆସିଲା ରାଜଧାନୀରେ ଯୁବକଙ୍କୁ ଅପହରଣ ଘଟଣାର ସତ : ଡ଼୍ରଗ ଆଡ଼ିକ୍ଟ ହୋଇ ଜାଗୃତି ଫାଉଣ୍ଡେସନରେ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଥିଲେ ଲିପୁ ନାୟକ; ଫେବୃଆରୀରୁ ଫେରାର ହୋଇଥିବା ବେଳେ କାଲି ଡ଼େଲଟା ଛକରୁ ଉଦ୍ଧାର କରିଥିଲା ସଂସ୍ଥା By Rituparna Routray On Jun 4, 2021 - 2:56 PM 2 Share 2 Share FacebookTwitterGoogle+WhatsAppTelegramEmailPrint