ନକଲି ମାର୍କସିଟ୍ ମାମଲାରେ ହେବ ସିବିଆଇ ତଦନ୍ତ : ୨୦୨୨ ଜେଇଇ ପରୀକ୍ଷାରେ ଅଂଶୁମାନ କାନୁନଗୋଙ୍କ ମାର୍କସିଟକୁ ନକଲି କହି ରାଉରକେଲା ଏନଆଇଟି ଖାରଜ କରିଥିଲା ଆଡମିଶନ; ୪ ମାସ ମଧ୍ୟରେ ତଦନ୍ତ କରିି ରିପୋର୍ଟ ଦେବାକୁ ନିର୍ଦ୍ଦେଶ By Rituparna Routray On Aug 17, 2023 - 1:52 PM 0 Share 0 Share FacebookTwitterGoogle+WhatsAppTelegramEmailPrint