ଦେଶରେ ୩ଲକ୍ଷ ମୁହାଁ ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୨ ଲକ୍ଷ ୯୫ ହଜାର ୪୧ ନୂଆ ମାମଲା ଚିହ୍ନଟ, ୨ ହଜାର ୨୩ଜଣଙ୍କ ମୃତ୍ୟୁ; ସେପଟେ ରାଜ୍ୟରେ ଦୈନିକ ସଂକ୍ରମଣର ନୂଆ ରେକର୍ଡ, ୨୪ ଘଂଟାରେ ୪ ହଜାର ୮୫୧ ଜଣ ନୂଆ ମାମଲା ଚିହ୍ନଟ, ୫ ମୃତ

4