ଦେଶରେ ସାମନ୍ୟ ବଢ଼ିଲା କରୋନା ସଂକ୍ରମଣ : ୪୫ ହଜାର ୮୯୨ ଆକ୍ରାନ୍ତ ଚିହ୍ନଟ, ୮୧୭ ମୃତ୍ୟୁ, ରାଜ୍ୟରେ ଗୋଟିଏ ଦିନରେ ୨ହଜାର ୫୪୨ କରୋନା ଆକ୍ରାନ୍ତ ଚିହ୍ନଟ; ଗତ ୨୪ ଘଂଟାରେ ୫୭ ମୃତ୍ୟୁର ହିସାବ ଦେଲେ ସରକାର, ପଜିଟିଭ ହାର ୩ ଦଶମିକ ୪୯ ପ୍ରତିଶତ

5