ଦେଶରେ ବଢ଼ୁଛି ସୁସ୍ଥହାର, କମୁଛି ସଂକ୍ରମଣ : ଗତ ୨୪ଘଂଟାରେ ୧ ଲକ୍ଷ ୭୩ ହଜାର ୭୯୦ ଆକ୍ରାନ୍ତ ଚିହ୍ନଟ, ୩ହଜାର ୬୧୭ ମୃତ; ସେପଟେ ରାଜ୍ୟରେ ଗୋଟିଏ ଦିନରେ ୭ହଜାର ୧୮୮ ଆକ୍ରାନ୍ତ ଚିହ୍ନ଼ଟ, ୩୫ମୃତ; ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ଶହ ୩୪ ସଂକ୍ରମଣ

2