ଦୁର୍ନୀତି କଲେ ମୁକ୍ତି ନାହିଁ : ୮ବର୍ଷ ପରେ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ବାନ୍ଧିଲା ଭିଜିଲାନ୍ସ, ୭ଟି ଦୁର୍ନୀତି ମାମଲାରେ ଥିଲେ ୱାଂଟେଡ୍; ୮ ବର୍ଷ ଧରି ନିୟମିତ ଭାବେ କରୁଥିଲେ ସ୍ଥାନ ପରିବର୍ତନ

0