breakingnewsଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ହରାଇଲେ ଚାକିରୀ । ମାଲକାନାଗିରି କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ । ଚାକିରୀ କାଳରେ ନେଇଥିବା ସମସ୍ତ ଦରମା ଫେରାଇବାକୁ ନିର୍ଦ୍ଦେଶ । ଦକ୍ଷୀଣାଂଚଳ ରାଜସ୍ୱ କମିଶନଙ୍କ ନିର୍ଦ୍ଦେଶ ପରେସାମ୍ନାକୁ ଆସିଲା ୨୪ ବର୍ଷ ତଳର ଜାଲିଆତି ।bysmruti sangita giribysmruti sangita giri 31 Jan 2021 12:24 IST Link copied!Copy failed!bysmruti sangita giribysmruti sangita giri 31 Jan 2021 12:24 IST Link copied!Copy failed!