ଚିକିଟି- ଛତ୍ରପୁର ଦେଇ ଅତିକ୍ରମ କରିବ ବାତ୍ୟା ଗୁଲାବ । ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆକଳନ । ଗୁଲାବ ପ୍ରଭାବରେ ୧୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା । ଗଞ୍ଜାମ, ଗଜପତି, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, କଟକ, କନ୍ଧାମାଳ । ପୁରୀ, କେନ୍ଦ୍ରାପଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀରରେ ବର୍ଷା । ଆଜିଠାରୁ ସୋମବାର ଅପରାହ୍ନ ଯାଏଁ ପ୍ରବଳ ବର୍ଷା ପୂର୍ବାନୁମାନ । ସୋଆ ପକ୍ଷରୁ ବାତ୍ୟାର ଗତିପଥକୁ ନେଇ ପୂର୍ବାନୁମାନ
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)