breakingnews ଚାଷୀ ଆନ୍ଦୋଳନରେ କୃଷକ ମୃତ୍ୟୁକୁ ବିଦ୍ରୁପ କଲେ ହରିୟାଣା ମନ୍ତ୍ରୀ । ହରିୟାଣା କୃଷି ମନ୍ତ୍ରୀ ଜୟପ୍ରକାଶ ଦଲାଲ କହିଲେ ଘରେ ଥିଲେ ବି ମରିଥାନ୍ତେ ଚାଷୀ । କଂଗ୍ରେସ କହିଲା ସମ୍ବେଦନହୀନ ଓ ସଂସ୍କାରହୀନ ବୟାନ । by Tusar Samantaray by Tusar Samantaray 14 Feb 2021 13:08 IST Link copied! Copy failed! by Tusar Samantaray by Tusar Samantaray 14 Feb 2021 13:08 IST Link copied! Copy failed!