ଘରକୁ ଯାଇ ଆଡଭାଣୀଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ମୋଦୀ ଥିଲେ ଉପସ୍ଥିତ ।

9