ଗଳାକାଟି ନାବାଳକକୁ ହତ୍ୟା ଅଭିଯୋଗ । ଗତକାଲି ରାତିରୁ ଥିଲା ନିଖୋଜ । ପୁଅକୁ କେହି ମାରି ଫିଙ୍ଗିଦେଇଥିବା ଅଭିଯୋଗ ଆଣିଲେ ପରିବାରଲୋକ ।

11