breakingnews ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ୩୪୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର । ବାତ୍ୟାକୁ ଦୃଷ୍ଟିରେ ରଖି ୪୮ଟି ଗାଁରୁ ଲୋକଙ୍କୁ ସ୍ଥାନାନ୍ତର । ପଞ୍ଚାୟତ ଗୃହ ଓ ସ୍କୁଲରେ ଲୋକଙ୍କୁ ଆଶ୍ରୟ ବ୍ୟବସ୍ଥା । ଅଘଟଣ ଏଡାଇବାକୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଚାଲିଛି ସ୍ଥାନାନ୍ତର । ଗଜପତିରେ ପବନ ବୋହିବା ସହ ଆରମ୍ଭ ହୋଇଛି ଝିପିଝିପି ବର୍ଷା । by Tusar Samantaray by Tusar Samantaray 26 Sep 2021 17:46 IST Link copied! Copy failed! by Tusar Samantaray by Tusar Samantaray 26 Sep 2021 17:46 IST Link copied! Copy failed!