breakingnews କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠ । ବେଡ୍ ଓ ଅକ୍ସିଜେନ୍ ଯୁକ୍ତ ବେଡ୍ ପ୍ରସ୍ତୁତ ରଖିବା ସହ ସର୍ଭିଲାନ୍ସ ଓ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ । ପଜିଟିଭ ଚିହ୍ନଟ ହେଲେ ସଂଗରୋଧରେ ରହିବାକୁ ପରାମର୍ଶ । by Anupama Rout Updated 30 Dec 2023 07:43 IST Link copied! Copy failed! by Anupama Rout Updated 30 Dec 2023 07:43 IST Link copied! Copy failed!