କମ୍ପ୍ୟୁଟର ଅପରେଟର କାମ କରିବାକୁ ଯାଇ ଓଡ଼ିଆ ଯୁବକ ବନ୍ଦୀ : କମ୍ବୋଡିଆରେ ଅଟକ ଅଛନ୍ତି ଗଂଜାମ ରଙ୍ଗେଇଲୁଣ୍ଡାର ଦୀନବନ୍ଧୁ, ଏଜେଂଟ ମାଗୁଛନ୍ତି ୨୫ଶହ ଡଲାର; ପୁଅକୁ ମୁକୁଳାଇବାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପରିବାରର ଗୁହାରୀ By Rituparna Routray On Sep 6, 2023 - 1:48 PM 0 Share 0 Share FacebookTwitterGoogle+WhatsAppTelegramEmailPrint