କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର କମୁଥିବାରୁ ବନ୍ଦ ହେଲା ୪ଟି ଗେଟ୍ । ବର୍ତ୍ତମାନ ୨୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବର୍ତ୍ତମାନ ଜଳସ୍ତର ରହିଛି ୬୨୮.୩୫ଫୁଟ । ପ୍ରବେଶ କରୁଛି ୩ଲକ୍ଷ ୫୫ ହଜାର ୯୫୩ କ୍ୟୁସେକ୍ ଜଳ । ନିଷ୍କାସିତ ହେଉଛି ୪ଲକ୍ଷ ୬ହଜାର ୭୭୭ କ୍ୟୁସେକ୍ ଜଳ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)