ଉତ୍କଳ ଦିବସ ପାଳନ ଉପରେ କଟକଣା : ରାଜ୍ୟରେ କୌଣସି ସ୍ଥାନରେ ହୋଇପାରିବ ନାହିଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ; ସରକାରୀ ସ୍ତରରେ ୨୦୦ ଲୋକଙ୍କ ମଧ୍ୟରେ ବୈଠକକୁ ମିଳିବ ଅନୁମତି, ଘରୋଇ କ୍ଷେତ୍ରରେ ପାଳନ ପାଇଁ ନେବାକୁ ପଡିବ ଅନୁମତି

2