ଆରମ୍ଭ ହୋଇନି ମତଦାନ, ଫେରିଗଲେ ଭୋଟର । ପିପିଲିର ୨ଟି ବୁଥରେ ଇଭିଏମ୍ ଅଚଳ, ଆରମ୍ଭ ହୋଇପାରିନି ମତଦାନ । ୨୦୩ନଂ ବୁଥରେ ଇଭିଏମ୍ ଅଚଳ । ନୂଆଶାସନ ପଞ୍ଚାୟତର ଦକ୍ଷିଣସାହିରେ ଇଭିଏମ୍ ଅଚଳ । ସିରିଆପୁରର ୧୯୭ନଂ ବୁଥରେ ଇଭିଏମ୍ ଅଚଳ । ଯାନ୍ତ୍ରିକ ତ୍ରୁଟି ଥିବା ପୁଲିଂ ଅଧିକାରୀଙ୍କ ସୂଚନା ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)