ଆଜି ଶାମ୍ବ ଦଶମୀ । ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଲୋକଙ୍କ ଭିଡ । ଗାଁଠୁ ସହର ସବୁଠି ହେଉଛି ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ।

10