ଆଜି ଅନୁଗୁଳ ଓ ଢ଼େଙ୍କାନାଳରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର କରିବେ ଶିଳାନ୍ୟାସ । ଢ଼େଙ୍କାନାଳରେ ୪୪୮ଟି ଉନ୍ନୟନ ମୂଳକ ପ୍ରକଳ୍ପର ହେବ ଶୁଭାରମ୍ଭ

2