ଆଉ କିଛି ଦିନ ପରେ ପାଳିବା ସ୍ୱାଧୀନତାର ୭୫ ବର୍ଷ : ଏବେବି ସାଧାରଣ ମୌଳିକ ସୁବିଧାରୁ ବଂଚିତ ଲୋକ, କନ୍ଧମାଳ କ. ନୁଆଗାଁ ବ୍ଲକର ଗୁଂଜିବାଡ଼ି ପଂଚାୟତରୁ ଆସିଲା ଅଭାବନୀୟ ଚିତ୍ର; ଭରା ନଈରେ ତାର ସାହାଯ୍ୟରେ ପାର ହେଉଛନ୍ତି ଲୋକ

0