ଅନ୍ତର୍ଜାତୀୟ ବଜାରରେ ବିକ୍ରି ହେଉଛି ନକଲି କୋଭିସିଲ୍ଡ ଟିକା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଉଦ୍ବେଗ ପରେ ସତର୍କତା ଜାରି କଲା କେନ୍ଦ୍ର; ରଙ୍ଗ ଓ ଲେବଲ ଆଧାରରେ ନକଲି ଟିକା ଚିହ୍ନିବା ପାଇଁ ଜାରି ହେଲା ଗାଇଡ଼ଲାଇନ୍

6