ଅନୁଗୁଳ ଜିଲ୍ଲାରେ ବଢ଼ୁଛି ସଂକ୍ରମଣ : ଜେଲରେ ୨୮ କଏଦୀ କରୋନା ଆକ୍ରାନ୍ତ, ୩ ଦିନ ତଳେ କାରାଗାରର ଜଣେ କଏଦୀ ହୋଇଥିଲେ ସଂକ୍ରମିତ; ପରୀକ୍ଷା ପରେ ଅନ୍ୟ କଏଦୀ ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା

3