ମିଜାଇଲ ମୁତୟନ କଲା ଭାରତ : ସୀମାରେ ଆଲର୍ଟ ମୋଡରେ ବ୍ରହ୍ମୋସ, ନିର୍ଭୟ ଓ ଆକାଶ ମିଜାଇଲ, ବେଜିଂଙ୍କୁ ନୂଆ ଦିଲ୍ଲୀର କଡା ସନ୍ଦେଶ; ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଭାରତ

Advertisment
ମିଜାଇଲ ମୁତୟନ କଲା ଭାରତ : ସୀମାରେ ଆଲର୍ଟ ମୋଡରେ ବ୍ରହ୍ମୋସ, ନିର୍ଭୟ ଓ ଆକାଶ ମିଜାଇଲ, ବେଜିଂଙ୍କୁ ନୂଆ ଦିଲ୍ଲୀର କଡା ସନ୍ଦେଶ; ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଭାରତ

କନକ ବ୍ୟୁରୋ : ଭାରତ ଚୀନ୍ ସୀମାରେ ମୁତୟନ ହେଲା ମିଜାଇଲ । ସୀମାରେ ବ୍ରହ୍ମୋସ, ନିର୍ଭୟ ଓ ଆକାଶ ମିଜାଇଲ ମୁତୟନ କରି ବେଜିଂଙ୍କୁ କଡା ସନ୍ଦେଶ ଦେଇଛି ଭାରତ । ଯଦି ଚୀନ୍ କିଛି ଏପଟ ସେପଟ କଲେ ତେବେ ଏହାର ଜବାବ ଦେବାକୁ ପ୍ରସ୍ତୁତ ବୋଲି ପିପୁଲ୍ସ ଲିବରେସନ ଆର୍ମିକୁ ସନ୍ଦେଶ ଦେଇଛି ଭାରତୀୟ ସେନା । ସେହିପରି ପୂର୍ବରୁ ରାଫେଲ, ସୁଖୋଇ-୩୦ ଏମକେଆଇ ଓ ଜାଗୁଆର ପରି ଯୁଦ୍ଧ ବିମାନ ସୀମାରେ ତୀକ୍ଷ୍ଣ ନଜର ରଖିଛନ୍ତି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe