ଥଣ୍ଡା ଥଣ୍ଡା କୁଲ କୁଲ : ଗ୍ରୀଷ୍ମତାପରେ ବ୍ରହ୍ମପୁର ବାସୀଙ୍କ ପସନ୍ଦ ପାଲଟିଛି ସୋଡା

Advertisment
ଥଣ୍ଡା ଥଣ୍ଡା କୁଲ କୁଲ : ଗ୍ରୀଷ୍ମତାପରେ ବ୍ରହ୍ମପୁର ବାସୀଙ୍କ ପସନ୍ଦ ପାଲଟିଛି ସୋଡା

ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଆଉଟପାଉଟ ହେଉଛନ୍ତି ରେଶମ ସହରର ବାସିନ୍ଦା ,ଖରା ତାତିରୁ ତ୍ରାହି ପାଇଁ ବ୍ରହ୍ମପୁରବାସୀଙ୍କର ପ୍ରଥମ ପସନ୍ଦ ପାଲଟିଛି ସୋଡା । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ସହରର ଗଳି କନ୍ଦିରେ ଖୋଲିଛି ବାଟି ସୋଡାର ପସରା । ଲେମ୍ବୁ, ଲୁଣ ଓ ଗ୍ୟାସ ମିଶ୍ରିତ ସୋଡା ପିଇବାର ମଜା ଟିକେ ଅଲଗା ବୋଲି କୁହନ୍ତି ଗ୍ରାହକ, ଓ ଏହାର ଭରପୁର ମଜା ମଧ୍ୟ ସେମାନେ ଉଠାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe