ବସ୍ - ଟ୍ରକ ମୁହାଁମୁହିଁ ଧକ୍କା : ୧୦ ଯାତ୍ରୀ ଆହତ, ୩ଜଣ ଗୁରୁତର; ବୌଦ୍ଧ ଜିଲ୍ଲା ପୁରୁଣା କଟକ ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା

ବସ୍ - ଟ୍ରକ ମୁହାଁମୁହିଁ ଧକ୍କା : ୧୦ ଯାତ୍ରୀ ଆହତ, ୩ଜଣ ଗୁରୁତର; ବୌଦ୍ଧ ଜିଲ୍ଲା ପୁରୁଣା କଟକ ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା

କନକ ବ୍ୟୁରୋ : ବସ୍ - ଟ୍ରକ ମୁହାଁମୁହିଁ ଧକା । ୧୦ ଯାତ୍ରୀ ଆହତ, ୩ଜଣ ଗୁରୁତର । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତିରୁପତି ନାମକ ବସ୍ ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିବାବେଳେ, ବୌଦ୍ଧ ଜିଲ୍ଲା ପୁରୁଣା କଟକ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe