‘ଚନ୍ଦା ମାମା ଦୂର କେ’ରେ ନଜର ଆସିବେ ସୁଶାନ୍ତ ଓ ନୱାଜୁଦ୍ଦିନ

11

ବିକି ରଜାନୀଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ ଚନ୍ଦା ମାମା ଦୂର କେ ’ରେ ଏକାଠି ନଜର ଆସିବେ ଅଭିନେତା ସୁଶାନ୍ତ ସିଂ ଓ ନୱାଜୁଦ୍ଦିନ ସିଦ୍ଦିକ୍ ।
ଏହା ଏକ ଭବିଷ୍ୟତ ଉପରେ ଆଧାରିତ ଫିଲ୍ମ । ଏଥିରେ ମହାକାଶ ଯାତ୍ରୀର ଭୂମିକାରେ ନଜର ଆସୁଛନ୍ତି ନୱାଜୁଦ୍ଦିନ ଏବଂ ଯିଏ ଭାରତର ମିଶନରେ ଚନ୍ଦ୍ରକୁ ଯାଉଛନ୍ତି । “ମୋତେ ନୂଆ ନୂଆ ଜିନିଷ ସହ କାମ କରିବାକୁ ଭଲ ଲାଗେ ”ବୋଲି ନୱାଜୁଦ୍ଦିନ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.