ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳେ ଯୋଡ଼ାରେ ଉତ୍ତେଜନା: ୨ଟି ବୁଥରେ ଜବରଦଖଲ ଅଭିଯୋଗ

Advertisment
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳେ ଯୋଡ଼ାରେ ଉତ୍ତେଜନା: ୨ଟି ବୁଥରେ ଜବରଦଖଲ ଅଭିଯୋଗ

କନକ ବ୍ୟୁରୋ: ଯୋଡା ବ୍ଲକ ବାଲାଗୋଡ଼ା ପଂଚାୟତରେ ବୁଥ ଜବରଦଖଲ ଅଭିଯୋଗ । ଆଇଟିଆଇର ବୁଥ୍ରେ କିଛି ଲୋକ ଜବରଦଖଲ କରି ଭୋଟ ଦେଉଥିବା ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ଯାହାକୁ ନେଇ ଘଟଣା ସ୍ଥଳରେ ପ୍ରବଳ ଉତେଜନା ଦେଖା ଦେଇଥିଲା । ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe