କନକ ବ୍ୟୁରୋ: ବୋରିଗୁମ୍ମା ସ୍ଥିତ ବାଣିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତ ପ୍ରତିଶତ ପିଲା ପାସ କରିଛନ୍ତି। ସଦ୍ୟ ପ୍ରକାଶିତ ଯୁକ୍ତ ୨ ପରୀକ୍ଷାରେ କଳାରେ ବିଦ୍ୟାଳୟର ସଞ୍ଜନା ପେଣ୍ଠୀୟା ୫୧୯ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ୍ ସ୍ଥାନ ଅଧିକାର କରିଥିବା ବେଳେ ୫୧୩ ମାର୍କ ରଖି ୟୁ ପ୍ରିୟଙ୍କା ଦ୍ଵୀତୀୟ ଏବଂ ୫୦୦ ମାର୍କ ରଖି ରୀନା ହଲବା ତୃତୀୟରେ ରହିଛନ୍ତି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାସ କରିଥିବାରୁ ବିଦ୍ୟାଳୟରେ ଏବଂ ବୋରିଗୁମ୍ମା ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଠି ହୋଇଛି। ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ରଞ୍ଜନ ପଣ୍ଡା ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଯୁକ୍ତ ଦୁଇ ପରୀକ୍ଷାରେ ବୋରିଗୁମା ବାଣିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା । ସଞ୍ଜନା ପେଣ୍ଠୀୟା ଟପ୍ପର, ଶତପ୍ରତିଶତ ରେଜଲ୍ଟ ।
/kanak/media/post_attachments/wp-content/uploads/2024/05/WhatsApp-Image-2024-05-27-at-9.05.22-AM.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)