କନକ ବ୍ୟୁରୋ: ବୋରୱେଲ ଗାଡି ଚାପରେ ଚାଲିଗଲା ଗଲା ୪ ଜୀବନ । ବିଳମ୍ବିତ ରାତିରେ ବରଗଡ଼ ମେଲଛାମୁଣ୍ଡା ଥାନା ବିରଜାମ ଗାଁରେ ଅଘଟଣ । ବୋରୱେଲ ଖୋଳିବା ପାଇଁ ଆସୁଥିବା ବେଳେ ୪ ଜଣଙ୍କୁ ଗାଡ଼ି ଚାପି ଦେଇଛି, ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଚାପିଦେଲା ବୋରୱେଲ ଗାଡି , ୪ ମୃତ । ବୋରୱେଲ ଖୋଳିବା ପାଇଁ ଆସୁଥିବା ବେଳେ ଦୁର୍ଘଟଣା ।
/kanak/media/post_attachments/wp-content/uploads/2024/01/22-18.jpg)