ଜଟଣୀରେ ବୋମାମାଡ ! ଦାଦାବଟିକୁ କେନ୍ଦ୍ର କରି ବଜାରରେ ବୋମାମାଡ କଲେ ଦୁର୍ବୃତ୍ତ

Advertisment
ଖୋର୍ଦ୍ଧା ବେଗୁନିଆରେ ଭୟଙ୍କର ବିସ୍ଫୋରଣ । ବିଳମ୍ବିତ ରାତିରେ ମୁକନ୍ଦପୁର ଗାଁରେ ଭୟଙ୍କର ବିସ୍ଫୋରଣ ସୂଚନା । ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ ଉଡିଗଲା ଘରର କାନ୍ଥ । ମୃତାହତର କୌଣସି ସୂଚନା ମିଳିନି

କନକ ବ୍ୟୁରୋ : ଦାଦାବଟିକୁ ନେଇ ବୋମାମାଡ଼   ।  ଜଟଣୀ ରାଜାବଜାରରେ ବୋମା ଫିଙ୍ଗି ଫେରାର ହୋଇଗଲେ ଦୁର୍ବୃତ  । ଗତକାଲି ରାତିରେ ଜଣେ ଫ୍ୟାନ୍ ବ୍ୟବସାୟିଙ୍କ ଦୋକାନ ଉପରକୁ ବୋମାମାଡ଼ ହୋଇଛି  । ବୋମାମାଡ଼ରେ କିଛି କ୍ଷତି ଘଟିନଥିବା ଜଣାପଡ଼ିଛି  ।

ତେବେ ପୁଲିସ୍ ଘଟଣାସ୍ଥଳରେ ପହଂଚି ଦୁର୍ବୃତଙ୍କୁ ଧରିବାକୁ ପ୍ରୟାସ ଚଳାଇଛି  । ପୂର୍ବରୁ ସମ୍ପୃକ୍ତ ଦୋକାନୀଙ୍କୁ ଧମକ ମିଳିଥିବା ବେଳେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ  । ଏହାପରେ ଏହି ବୋମାମାଡ଼ ହୋଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe