କନକ ବ୍ୟୁରୋ : ଢେଙ୍କାନାଳରେ ବୋମାମାଡ ହୋଇଛି । ଢେଙ୍କାନାଳ ଟାଉନ ଥାନା ଖମାର ସାହିରେ ବୋମାମାଡ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ଦୁଇଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟକ୍ତିଙ୍କ ଘରଉପରକୁ ବୋମାମାଡ କରିଥିଲେ । ସୂଚନା ପାଇଁ ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଂଚିଛି । ସିସିଟିଭ ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Advertisment