ପୁଣି ଏକାଠି କାମ କରିବାକୁ ଯାଉଛନ୍ତି ‘ବମ୍ବେ ଭେଲଭେଟ’ ସିନେମାର ନିର୍ମାତା !

ପୁଣି ଏକାଠି କାମ କରିବାକୁ ଯାଉଛନ୍ତି ‘ବମ୍ବେ ଭେଲଭେଟ’ ସିନେମାର ନିର୍ମାତା !

Source: Google.com

ବଲିଉଡ୍ ସିନେମା ‘ବମ୍ବେ ଭେଲଭେଟ’ ମିଳିତ ଭାବରେ ନିର୍ମାଣ କରିବା ପରେ ପୁଣି ଥରେ ସୁଟିଂ ଫ୍ଲୋରରେ ଏକାଠି ନଜର ଆସିବେ ଅନୁରାଗ କଶ୍ୟପ, କରନ ଜୋହର ଏବଂ ଜୋୟା ଅଖତର ।

ମିଳିଥିବା ସୂଚନା ଅନୁସାରେ, ଜୋୟା, ଅନୁରାଗ ଏବଂ କରନ ବର୍ତ୍ତମାନ ରୋମାଟିଂକ ସିନେମା ନିର୍ମାଣ ପାଇଁ ଯୋଜନା କରୁଛନ୍ତି । ଯଦିଓ ସିନେମାକୁ ନେଇ ଅଧିକ କୌଣସି ସୂଚନା ମିଳିପାରି ନାହିଁ ତେବେ ଏବେ ସିନେମାର ସ୍କ୍ରିପ୍ଟ କାମ ହେବା ସହ ନୂଆ କଳାକାରଙ୍କ ଖୋଜ ଆରମ୍ଭ ହୋଇଛି । ଡିସେମ୍ବର ମାସରେ ସିନେମାଟିର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe