ବଲିଉଡ୍ ସିନେମା ‘ବମ୍ବେ ଭେଲଭେଟ’ ମିଳିତ ଭାବରେ ନିର୍ମାଣ କରିବା ପରେ ପୁଣି ଥରେ ସୁଟିଂ ଫ୍ଲୋରରେ ଏକାଠି ନଜର ଆସିବେ ଅନୁରାଗ କଶ୍ୟପ, କରନ ଜୋହର ଏବଂ ଜୋୟା ଅଖତର ।
ମିଳିଥିବା ସୂଚନା ଅନୁସାରେ, ଜୋୟା, ଅନୁରାଗ ଏବଂ କରନ ବର୍ତ୍ତମାନ ରୋମାଟିଂକ ସିନେମା ନିର୍ମାଣ ପାଇଁ ଯୋଜନା କରୁଛନ୍ତି । ଯଦିଓ ସିନେମାକୁ ନେଇ ଅଧିକ କୌଣସି ସୂଚନା ମିଳିପାରି ନାହିଁ ତେବେ ଏବେ ସିନେମାର ସ୍କ୍ରିପ୍ଟ କାମ ହେବା ସହ ନୂଆ କଳାକାରଙ୍କ ଖୋଜ ଆରମ୍ଭ ହୋଇଛି । ଡିସେମ୍ବର ମାସରେ ସିନେମାଟିର ସୁଟିଂ ଆରମ୍ଭ ହେବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Karan_Johar.jpg)