ଦାଦାବଟିକୁ କେନ୍ଦ୍ର କରି ମଦ ଦୋକାନ ଉପରକୁ ବୋମାମାଡ ! ୨ ଜଣକୁ ଗିରଫ କଲା ପୋଲିସ

Advertisment
ଦାଦାବଟିକୁ କେନ୍ଦ୍ର କରି ମଦ ଦୋକାନ ଉପରକୁ ବୋମାମାଡ ! ୨ ଜଣକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ଦାଦାବଟିକୁ କେନ୍ଦ୍ର କରି ଭୁବନେଶ୍ୱରର ନୟାପଲୀର ଏକ ମଦ ଦୋକାନରେ ବୋମାମାଡ ହୋଇଛି । ଏଥିରେ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ବାଇକରେ ଆସି ବୋମାମାଡ କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ତେବେ ପୋଲିସ ୨ ଜଣ ଦୃବୁର୍ତଙ୍କୁ ଗିରଫ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe