କନକ ବ୍ୟୁରୋ : ଦାଦାବଟିକୁ କେନ୍ଦ୍ର କରି ଭୁବନେଶ୍ୱରର ନୟାପଲୀର ଏକ ମଦ ଦୋକାନରେ ବୋମାମାଡ ହୋଇଛି । ଏଥିରେ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ବାଇକରେ ଆସି ବୋମାମାଡ କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ତେବେ ପୋଲିସ ୨ ଜଣ ଦୃବୁର୍ତଙ୍କୁ ଗିରଫ କରିଛି ।

Advertisment

ଏହା ସହ ଦେଖନ୍ତୁ ଏହି ଭିଡିଓ-