କନକବ୍ୟୁରୋ: ଭଂଜନଗର ଗାଙ୍ଗପୁର ଥାନା ଡି.ସିଙ୍ଗିପୁର ଗାଁରେ ବୋମାମାଡ଼ । ଜଣେ ମହିଳାଙ୍କ ଉପରକୁ ବୋମାମାଡ଼ ହୋଇଛି । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩ଜଣ ଅଭିଯୁକ୍ତଙଗ୍କୁ ଗିରଫ କରାଯାଇଛି । ଗୋଟିଏ ବୋମା, ୩ଟି ଖଣ୍ଡା ଓ ଗୋଟିଏ ବାଇକ ଜବତ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି ।