ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି କଣାସରେ ଦୁଇ ଗାଁ ମଧ୍ୟରେ ଉତେଜନା଼ : ଘଟଣା ସ୍ଥଳରେ ଉଭୟ ପଟୁ ବୋମାମାଡ଼ , ବ୍ୟାପକ ପୁଲିସ ମୁତୟନ 

Advertisment
ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି କଣାସରେ ଦୁଇ ଗାଁ ମଧ୍ୟରେ ଉତେଜନା଼ : ଘଟଣା ସ୍ଥଳରେ ଉଭୟ ପଟୁ ବୋମାମାଡ଼ , ବ୍ୟାପକ ପୁଲିସ ମୁତୟନ 

ଝିମିଟି ଖେଳରୁ ମହାଭାରତ । ମାଛଧରାକୁ କେନ୍ଦ୍ରକରି କଣାସରେ ହୋଇଛି ବୋମାମାଡ଼ । ତେବେ ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତିର ସୂଚନା ମିଳିନାହିଁ  । କଣାସ ବ୍ଲକର ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି ନଦୀ କୂଳର ଉଭୟ ପାଶ୍ୱର୍ରେ ଥିବା ନଇକୂଳ ପାଟଣା ଓ ଜାଗୁଳେଇପଦର ଗାଁ ମଧ୍ୟରେ ଉତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ଉଭୟପଟୁ ଘନ ଘନ ବୋମା ମାଡ଼ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପୁଲିସ୍ ପହଂଚିଛି  । ଗଡ଼ିଶାଗଦା ପୋଲିସ ଆଇଆଇସି ଘଟଣାସ୍ଥଳରେ ଉପସ୍ଥିତ ଥିବା ସୂଚନା ଆସିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe