କନକ ବ୍ୟୁରୋ: ପୁରୀ ଜିଲ୍ଲା ଡେଲାଙ୍ଗ ଟାଙ୍ଗୀ ଭଂସର ଗାଁରେ ବୋମା ମାଡ । କୁଅରୁ ପାଣି ଉଠାଉବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ବୋମା ମାଡ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଡେଲାଙ୍ଗ ଥାନା ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ଏଥିରେ ପୋଲିସ ୪ ଜଣଙ୍କୁ ଅଟକ ରଖିି ଅଧିକ ପଚରାଉଚରା କରିଛି ।