ପୋଲିସ ଉପରକୁ ବୋମାମାଡ଼ । ଜଣେ ପୋଲିସ କର୍ମଚାରୀ ଆହତ । ଆଠଗଡ଼ରେ ସିମେଣ୍ଟ କମ୍ପାନୀକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା । 

Advertisment
ପୋଲିସ ଉପରକୁ ବୋମାମାଡ଼ । ଜଣେ ପୋଲିସ କର୍ମଚାରୀ ଆହତ । ଆଠଗଡ଼ରେ ସିମେଣ୍ଟ କମ୍ପାନୀକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା । 

କନକ ବ୍ୟୁରୋ : ପୋଲିସ ଉପରକୁ ବୋମାମାଡ । ଜଣେ ପୋଲିସ କର୍ମଚାରୀ ଆହତ । ଆଠଗଡ଼ ଖୁଂଟୁଣି ଅଂଚଳର ଶ୍ରୀ ସିମେଂଟ କମ୍ପାନୀକୁ ବିଦ୍ୟୁତ ସଂଯୋଗ ଦେବା ବେଳେ ଜମି ହିତାଧିକାରୀ ଓ ଓପିଟିସିଏଲ କର୍ମଚାରୀ ମୁହାଁମହିଁ ହୋଇଥିଲେ । ଏହି ସମୟରେ କେହି ଦୁବୃର୍ତ ପୋଲିସ ଉପରକୁ ବୋମାମାଡ଼ କରିଥିଲା ।

ବୋମାମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖି ଚୌଦ୍ୱାର ଏସଡ଼ିପିଓ, ଆଆଇସି, ୩ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe