ବିଦ୍ୟାଳୟରେ ବୋମା ବିସ୍ଫୋରଣ: ୨ ଛାତ୍ର ଗୁରୁତର, କାରଣ ଅସ୍ପଷ୍ଟ

Advertisment
ବିଦ୍ୟାଳୟରେ ବୋମା ବିସ୍ଫୋରଣ: ୨ ଛାତ୍ର ଗୁରୁତର, କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ବିଦ୍ୟାଳୟରେ ଫୁଟିଲା ବୋମା । ଗଂଜାମ ଜିଲ୍ଲା ଆସିକା ଥାନା ମାଗୁରାଗାଁ ସରକାରୀ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୋମା ବିସ୍ଫୋରଣ ଘଟି ବିଦ୍ୟାଳୟର ଦୁଇ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।

publive-image

ଗୁରୁତର ଛାତ୍ରଙ୍କୁ ପ୍ରଥମେ ଆସିକା ଏବଂ ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବିଦ୍ୟାଳୟ ପରିସରକୁ ବୋମା କିଏ ଆଉ କାହିଁକି ଆଣିଲା ତାର କାରଣ ଏବେ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଂଚି ତନାଘନା ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe