ଜନତା ମଇଦାନରେ ସିଙ୍ଗର ଉଦିତ୍ ନାରାୟଣଙ୍କ କଣ୍ଠର ଯାଦୁ : ଓଲିଉଡ୍ ଓ ବଲିଉଡ ଗୀତରେ ଝୁମିଲେ ଦର୍ଶକ

ଜନତା ମଇଦାନରେ ସିଙ୍ଗର ଉଦିତ୍ ନାରାୟଣଙ୍କ କଣ୍ଠର ଯାଦୁ :  ଓଲିଉଡ୍ ଓ ବଲିଉଡ ଗୀତରେ ଝୁମିଲେ ଦର୍ଶକ

କନକ ବ୍ୟୁରୋ : ଜନତା ମଇଦାନରେ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଇଛନ୍ତି ହଜାର ହଜାର ଦର୍ଶକ । ନିଜ କଣ୍ଠର ଯାଦୁରେ ସମସ୍ତଙ୍କୁ ଝୁମାଇଥିଲେ ବଲିଉଡ ଷ୍ଟାର ସିଙ୍ଗର ଉଦିତ୍ ନାରାୟଣ । ‘କୟାମତ ସେ କୟାମତ ତକ୍’, ‘ଯାଦୁ ତେରି ନଜର’ ଗୀତ ଗାଇ ସଂପୂର୍ଣ୍ଣ ପରିବେଶରେ ରୋମାଂଚ ଭରି ଦେଇଥିଲେ ।

ପ୍ରଥମ ପ୍ରେମର ପ୍ରଥମ ଚିଠି’ ଗୀତ ଗାଇ ଓଡିଆ ଦର୍ଶକଙ୍କୁ ହଜେଇ ଦେଇଥିଲେ ପ୍ରେମରେ । ଖୁବ୍ ମତୁଆଲା ହୋଇଥିଲେ ଉପସ୍ଥିତ ସଂଗୀତ ପ୍ରେମୀ । ରାତି ବଢିବା ସହ ଗୋଟିଏ ପରେ ଗୋଟିଏ ସୁମଧୁର ଗୀତରେ ବଢୁଥିବା ଉଦିତ ନାରାୟଣଙ୍କ କାର୍ଯ୍ୟକ୍ରମ ।

ଦେଖନ୍ତୁ ଏହି ଭିଡିଓ -


ଏହାସହ ମଧ୍ୟ ଦେଖନ୍ତୁ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe