ବଲାଙ୍ଗୀରରେ ଛାତ୍ରୀଙ୍କ ଗଳାକାଟି ବିଭତ୍ସ ହତ୍ୟା। ହତ୍ୟାର କାରଣ ଅସ୍ପଷ୍ଟ

ବଲାଙ୍ଗୀରରେ ଛାତ୍ରୀଙ୍କ ଗଳାକାଟି ବିଭତ୍ସ ହତ୍ୟା। ହତ୍ୟାର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ବଲାଙ୍ଗୀରରେ ସହରରେ ଚାଞ୍ଚଲ୍ୟ । ଛାତ୍ରୀଙ୍କ ଗଳାକାଟି ବିଭତ୍ସ ହତ୍ୟା କରାଯାଇଛି । ସ୍ଥାନୀୟ ନିଖିଳ ନଗରରେ ଘରେ ପସି ଛାତ୍ରୀଙ୍କୁ ହତ୍ୟା କରାଯାଇଛି । ଘରେ କେହି ନଥିବା ଅବସ୍ଥାରେ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛି । ତେବେ ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe