କନକ ବ୍ୟୁରୋ : ବଲାଙ୍ଗୀରରେ ଓଲଟି ପଡିଲା ତେଲ ଟ୍ୟାଙ୍କର । ଡିଜେଲ ବୋଝେଇ ଟ୍ୟାଙ୍କର ବଲାଙ୍ଗୀର ଛତାମଖନାଠାରେ ଓଲଟି ପଡିଛି । ଟ୍ୟାଙ୍କରଟି ସମ୍ପୂର୍ଣ୍ଣ ଭାବରେ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଶହ ଶହ ଲିଟର ଡିଜେଲକୁ ସ୍ଥାନୀୟ ଲୋକମାନେ ବୋହି ନେଉଥିବାର ଦେଖିବାକୁ ମିଳିଛି । ବାଲଟି ଓ ପ୍ଲାଷ୍ଟିକ ଜାରରେ ଡିଜେଲ ଭର୍ତି କରି ଲୋକମାନେ ବୋହି ନେଉଛନ୍ତି ।
ବଲାଙ୍ଗୀରରେ ଓଲଟି ପଡିଲା ତେଲ ଟ୍ୟାଙ୍କର : ବାଲଟି ଓ ପ୍ଲାଷ୍ଟିକ ଜାରରେ ଡିଜେଲ ଭର୍ତି କରି ବୋହିନେଲେ ଲୋକେ
/kanak/media/post_attachments/wp-content/uploads/2017/03/diesel.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)